34.1 C
Bhubaneswar
Friday, April 24, 2026
Homeଓଡିଶାଦୁର୍ଘଟଣାରେ ସ୍ୱାମୀର ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ

ଦୁର୍ଘଟଣାରେ ସ୍ୱାମୀର ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ

ବଲାଙ୍ଗୀର: ଦୁର୍ଘଟଣାରେ ସ୍ୱାମୀର ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ। ଭୀମଭୋଇ ମେଡିକାଲ କଲେଜର ସର୍ଜରୀ ୱାର୍ଡରୁ ଡେଇଁ ମହିଳାଙ୍କ ମୃତ୍ୟୁ ଘଟିଛି। ଦମ୍ପତି ପୁଇଁତଳା ଥାନା ଡୁମ୍ବେରବାହାଲ ଗାଁରେ ହୋଇଥିବା ସୂଚନା ମିଳିଛି। ମୃତ ମହିଳା ଜଣକ ପଦ୍ମିନୀ ବାଗ ଓ ସ୍ୱାମୀ ସେବକରାମ ବାଗ। ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ଜାଣି ମହିଳା ଜଣକ ମେଡିକାଲ ଛାତ ଉପରୁ ଡେଇଁ ପଡ଼ିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୁଲିସ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking