26.3 C
Bhubaneswar
Thursday, April 23, 2026
Homeଓଡିଶାବିଜେଡିର ଇଣ୍ଡି ମେଣ୍ଟ ସହ ହୋଇଛି ବୁଝାମଣା

ବିଜେଡିର ଇଣ୍ଡି ମେଣ୍ଟ ସହ ହୋଇଛି ବୁଝାମଣା

ଭୁବନେଶ୍ୱର: ବିଜେଡିର ଇଣ୍ଡି ମେଣ୍ଟ ସହ ହୋଇଛି ଅଘୋଷିତ ବୁଝାମଣା । ମହିଳା ସଂରକ୍ଷଣ ବିଲ କାଟ ଖାଇବା ପ୍ରସଙ୍ଗରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପ୍ରତିକ୍ରିୟା ରଖି କହିଛନ୍ତି, ଆଗରୁ ବିଜେପିକୁ ସମର୍ଥନ କରୁଥିଲେ, ଏବେ ଇଣ୍ଡି ମେଣ୍ଟକୁ ସମର୍ଥିନ । ଏହା ଦ୍ୱାରା ବିଜେପିର କିଛି ଅସୁବିଧା ହେବନି କହିଲେ ପ୍ରଦୀପ ବଳସାମନ୍ତ । ସେମାନେ ଭାବୁଛନ୍ତି ତାଙ୍କର ବିଜୟ ହେଲା କ୍ଷତି ତାଙ୍କର ହେଲା । ନିର୍ବାଚନ ଆସିଲେ ମହିଳାମାନେ ସେମାନଙ୍କୁ ପଚରିବେ । ଆମେ ମହିଳାଙ୍କ ପାଖକୁ ଯିବୁ, କହିବୁ ଇଣ୍ଡି ମେଣ୍ଟ ।ଉ ବିଜେଡି କଣ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking