33.1 C
Bhubaneswar
Tuesday, March 31, 2026
Homeଓଡିଶାନିଶିକାନ୍ତ ଭୁଲ ମାଗନ୍ତୁ: ବିଜୟ ମହାପାତ୍ର

ନିଶିକାନ୍ତ ଭୁଲ ମାଗନ୍ତୁ: ବିଜୟ ମହାପାତ୍ର

ଭୁବନେଶ୍ୱର: ବିଜୁ ବାବୁ ମନ୍ତବ୍ୟ ପାଇଁ ନିଶିକାନ୍ତ ଦୁବେ କ୍ଷମା ମାଗନ୍ତୁ କହିଲେ ବିଜୟ ମହାପାତ୍ର । ଜଣେ ସାଂସଦଙ୍କ ଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଏନା । ବିଜୁ ବାବୁ ଭାରତର ପ୍ରତିନିଧିତ୍ୱ ଭାବେ ଆମେରିକା ଯାଇଥିଲେ । ବିଜୁ ବାବୁ ସିଆଇଏ ଏଜେଣ୍ଟ ନଥିଲେ, ମିଛ ଓ ମନଗଢା କଥା କହିଛନ୍ତି ଦୁବେ । ୧୯୬୨ ଭାରତ- ଚୀନ ଯୁଦ୍ଧରେ ବିଜୁ ବାବୁଙ୍କ ଭୂମିକା ଥିଲା ।

ନିଶିକାନ୍ତଙ୍କୁ ଗିରଫ କରାଯାଉ: କାଡାମ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking