ନିଶିକାନ୍ତଙ୍କୁ ଗିରଫ କରାଯାଉ: କାଡାମ
ଭୁବନେଶ୍ୱର: ନିଶିକାନ୍ତ ଦୁବେଙ୍କୁ ଦେଶଦ୍ରୋହ ଆଇନରେ ଗିରଫ କରାଯାଉ । ଗିରଫ ଦାବି କଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ଓଡିଶାର ସ୍ୱାଭିମାନ ହେଉଛନ୍ତି ବିଜୁ ପଟ୍ଟନାୟକ । ପାରାଦୀପ ବନ୍ଦର ଓ ହାଲ ହେଉଛି ବିଜୁ ବାବୁଙ୍କ ଅବଦାନ । ଓଡିଶା ପ୍ରତି ପଣ୍ଡିତ ନେହରୁଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ । ଏପଟେ ସମାନ ପ୍ରସଙ୍ଗକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଏଭଳି ମନ୍ତବ୍ୟ ଅପରିଣାମଦର୍ଶୀ, କୌଣସି ମତେ ଗ୍ରହଣୀୟ … Continue reading ନିଶିକାନ୍ତଙ୍କୁ ଗିରଫ କରାଯାଉ: କାଡାମ
Copy and paste this URL into your WordPress site to embed
Copy and paste this code into your site to embed