35.1 C
Bhubaneswar
Monday, March 23, 2026
Homeଓଡିଶାରମେଶ ଜେନାଙ୍କ ସଭ୍ୟପଦ ରଦ୍ଦ ପାଇଁ ଆବେଦନ

ରମେଶ ଜେନାଙ୍କ ସଭ୍ୟପଦ ରଦ୍ଦ ପାଇଁ ଆବେଦନ

ଭୁବନେଶ୍ୱର: ବିଧାୟକଙ୍କ ରମେଶ ଜେନାଙ୍କ ସଭ୍ୟପଦ ରଦ୍ଦ ପାଇଁ କଂଗ୍ରେସ ଆବେଦନ କରିଛି । ବାଚସ୍ପତିଙ୍କୁ ଭେଟି ଆବେଦନ କଲେ ରାଜ୍ୟ କଂଗ୍ରେସର ନେତା । ରାମଚନ୍ଦ୍ର କାଡାମ, ଭକ୍ତ ଦାସ ଓ ସିଏସ ରାଜନ ଏକ୍କା ଦେଲେ ଦାବି ପତ୍ର । ପୂର୍ବରୁ ସୋଫିଆ ଓ ଦାଶରଥିଙ୍କ ସଭପଦ ରଦ୍ଦ ପାଇଁ ଆବେଦନ ହୋଇଛି ।ଆଜି ରମେଶ ଜେନାଙ୍କ ସଭ୍ୟପଦ ରଦ୍ଦ ପାଇଁ ଆବେଦନ କରିଛନ୍ତି । ରାଜ୍ୟସଭା ନିର୍ବାଚନ ପାଇଁ କ୍ରସ ଭୋଟିଂ କରିଥିଲେ କଂଗ୍ରେସର ୩ ବିଧାୟକ । ପ୍ରଥମେ ଦଳରୁ ନିଲମ୍ବନ କରାଗଲା । ସେମାନଙ୍କୁ କଂଗ୍ରେସର କୌଣସି କାର୍ଯ୍ୟରେ ସାମିଲ ହେବାକୁ ପ୍ରେସମିଟ କରି କୁହାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking