31.1 C
Bhubaneswar
Wednesday, March 18, 2026
Homeଓଡିଶାନବୀନ ୨୦୦୨ରେ ମଧ୍ୟ ହରାଇବାକୁ ଚାହିଁଥିଲେ: ବିଜୟ

ନବୀନ ୨୦୦୨ରେ ମଧ୍ୟ ହରାଇବାକୁ ଚାହିଁଥିଲେ: ବିଜୟ

ଭୁବନେଶ୍ୱର: ୨୦୦୨ରେ ବି ଦିଲ୍ଲୀପ ରାୟଙ୍କୁ ହରାଇବାକୁ ଚାହିଁଥିଲେ ନବୀନ । ପୁରୁଣା କଥାକୁ ମନେ ପକାଇ କହିଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ଏଥର ବି ଦିଲ୍ଲୀପଙ୍କୁ ହରାଇବାକୁ ଚେଷ୍ଟା କରି ବିଫଳ ହେଲେ । କଂଗ୍ରେସ ସହ ମିଶିବା ବେଳେ କହିଲେ ଧର୍ମ ନିରପେକ୍ଷତା କଥା । ବିଜେପି ସହ ମେଣ୍ଟ ବେଳେ ବି ନବୀନ ଥିଲେ କହିଲେ ବିଜୟ । ୨୦୨୪ ପୂର୍ବରୁ ସର୍ଭେ ରିପୋର୍ଟ ଆଧାରରେ କହିଥିଲି ବିଜେଡି ହାରୁଛି । ନୂଆପଡା ଉପନିର୍ବାଚନ ପରେ ଏବେ ରାଜ୍ୟସଭାରେ ବି ବିଜେଡି ହାରିଲା । ଆଗକୁ ଓଡିଶା ରାଜନୀତିରେ ଅନେକ ଘଟଣା ଦେଖିବାକୁ ମିଳିବ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking