25.1 C
Bhubaneswar
Monday, March 16, 2026
Homeଓଡିଶାଭୋଟ ଦେବାକୁ ପହଁଚିଲେ ଚକ୍ରମଣି କହଁର

ଭୋଟ ଦେବାକୁ ପହଁଚିଲେ ଚକ୍ରମଣି କହଁର

ଭୁବନେଶ୍ୱର: ଭୋଟ ଦେବାକୁ ପହଁଚିଲେ ବିଜେଡି ବିଧାୟକ ଚକ୍ରମଣି କହଁର । ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ପହଞ୍ଚିଲେ । ଚକ୍ରମଣିଙ୍କୁ ସୋ କଜ ନୋଟିସ କରିଥିଲା ବିଜେଡି । ସୂଚନାଥାଉକି, ତିନି ଦନ ଧରି ଚକ୍ରମଣି କହଁରଙ୍କୁ ଯୋଗାଯୋଗ କରିବା ପାଇଁ ବିଜେଡି ଚେଷ୍ଟା କରିଥିଲା । ହେଲେ ସେ ଧରାଛୁଆଁ ଦେଉନଥିଲେ । ଯେତେବେଳେ, ବିଜେଡିର ରାଜ୍ୟସଭା ନିର୍ବାଚନ ପାଇଁ ଟ୍ରେନିଂ ଚାଲିଥିଲା ସେତେବେଳେ ମଧ୍ୟ ସେ ଅନୁପସ୍ଥିତ ଥିଲେ । ଦଳର ହ୍ୱିପ ମାନିନଥିଲେ । ହେଲେ ଆଜି ତାଙ୍କୁ ମତଦାନ ଗୃହରେ ଦେଖିବାକୁ ମିଳିଛି । ଅରୁଣ ସାହୁ ପ୍ରତିକ୍ରିୟା ରଖି କହିଛନ୍ତି ଆମେ ତାଙ୍କୁ ବୁଝାଇଛୁ । ଦଳ ଯାହା ନିଷ୍ପତ୍ତି ନେଇଛି ସେ ଅନୁସାରେ ଭୋଟ ଦେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking