37.1 C
Bhubaneswar
Thursday, March 12, 2026
Homeଓଡିଶାବିଜେଡି କଂଗ୍ରେସ ଏକ: ହତାଶାର ମେଣ୍ଟ

ବିଜେଡି କଂଗ୍ରେସ ଏକ: ହତାଶାର ମେଣ୍ଟ

ଭୁବନେଶ୍ୱର: ରାଜ୍ୟରେ ବିଜେଡି ଓ କଂଗ୍ରେସ ମେଣ୍ଟ କରିବା ଏକ ହତାଶାର ମେଣ୍ଟ । ଏନେଇ ସୋସିଆଲ ମିଡିଆରେ ପାଷ୍ଟ କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ । କହିଛନ୍ତି, କଂଗ୍ରେସକୁ ବିରୋଧ କରି ଗଠିତ ବିଜେଡି ଏବେ କଂଗ୍ରେସ ସହ ହାତ ମିଳାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତ ଦାସ ଏକାଠି ରହୁଛନ୍ତି । ଦୀର୍ଘ ଦିନ ହେବ ନବୀନ ପଟ୍ଟନାୟକଙ୍କୁ ଭକ୍ତ ଦାସ ସମାଲୋଚନା କରି ଆସୁଥିଲେ । ଏବେ ରାଜନୀତିର ବିଡମ୍ବନା । ରାଜନୈତିର ଅସ୍ପୃଶ୍ୟତାରୁ ବାହାରି ଦୁହେଁ ନିକଟତର । ଏ ପରିବର୍ତ୍ତନ କପଟପୂର୍ଣ୍ଣ ଓ ସୁଯୋଗବାଦରେ ପରିପୂର୍ଣ୍ଣ କହିଲେ ଅନିଲ ବିଶ୍ୱାଳ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking