28.1 C
Bhubaneswar
Monday, February 23, 2026
Homeଓଡିଶାକନ୍ଧମାଳରେ ୩୦ ନକ୍ସଲ ସକ୍ରିୟ: ସଞ୍ଜୀବ ପଣ୍ଡା

କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ: ସଞ୍ଜୀବ ପଣ୍ଡା

କନ୍ଧମାଳ: କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ଏନେଇ ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ, ଦାରିଙ୍ଗବାଡି, କୋଟପାଡ ଅଞ୍ଚଳରେ ସକ୍ରିୟ ରହିଥିବା ସୂଚନା ମିଳିଛି । ମାଓ ନେତା ଶୁକ୍ରୁ ଏହାର ନେତୃତ୍ୱ ନେଉଛନ୍ତି । ହିଂସାର ପଥ ଛାଡି ଆତ୍ମସମର୍ପଣ ପାଇଁ ଆହ୍ୱାନ କରୁଛୁ । ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଗୃହ ମନ୍ତ୍ରୀଙ୍କ ଡେଡଲାଇନ ପାଳନ କରିବୁ । ଆତ୍ମସମର୍ପଣ କଲେ ସରକାର ସବୁ ସୁବିଧା ଯୋଗାଇ ଦେବେ । ନନ୍ଦାବାଲି ସଂରକ୍ଷିତ ଜଙ୍ଗଲ ଅପରେସନରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking