25.1 C
Bhubaneswar
Tuesday, February 17, 2026
Homeଦେଶ ବିଦେଶବିଶ୍ୱକପରୁ ଅଷ୍ଟ୍ରେଲିଆ ଆଉଟ

ବିଶ୍ୱକପରୁ ଅଷ୍ଟ୍ରେଲିଆ ଆଉଟ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରୁ ସୁପର ଏଇଟ ଯୋଗ୍ୟତାରୁ ଅଷ୍ଟ୍ରେଲିଆ ବଞ୍ଚିତ । ଆୟର୍ଲାଣ୍ଡ ଓ ଜିମ୍ବାୱେ ମ୍ୟାଚ ୱାସ ଆଉଟ ହେବାରୁ ବାଦ ପଡିଲା ।ସୁପର ଏଇଟ ଗ୍ରୁପ ୱାନ ଲାଇନଅପ ମଧ୍ୟ ଚୂଡାନ୍ତ ହୋଇଛି । ଗ୍ରୁ ୱାନରେ ବାରତ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ଜିମ୍ବାୱେ ରହିଛି । ସେହିପରି ଗ୍ରୁପ -୨ରେ ଶ୍ରୀଲଙ୍କା, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ରହିଛି । ପାକିସ୍ତାନ ଓ ଆମେରିକା ମଧ୍ୟରୁ କିଏ ଗ୍ରୁପ-୨ରେ ରହିବ ତାହା ଅସ୍ପଷ୍ଟ ରହିଛି ।ସୋମବାର ଅଷ୍ଟ୍ରେଲିଆ ଶ୍ରୀଲଙ୍କାଠାରୁ ଆଠ ୱିକେଟରେ ପରାସ୍ତ ହୋଇଥିଲା ଏବଂ ଗତ ସପ୍ତାହରେ ଜିମ୍ବାୱେଠାରୁ ପରାସ୍ତ ହୋଇଥିଲା।ପୁରୁଷ ଟି-୨୦ ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରୁ ଅଷ୍ଟ୍ରେଲିଆ ଦଳ ବାଦ୍ ପଡ଼ିବା ଏହା କେବଳ ଦ୍ୱିତୀୟ ଥର।୨୦୦୯ ସଂସ୍କରଣରେ, ଅଷ୍ଟ୍ରେଲିଆ ଗ୍ରୁପ୍ ପର୍ଯ୍ୟାୟରେ ତା’ର ଦୁଇଟି ଖେଳ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking