32.1 C
Bhubaneswar
Tuesday, February 17, 2026
Homeଓଡିଶାରାଜ୍ୟରେ ବଢିଛି ଚାଷୀଙ୍କ ମୁଣ୍ଡପିଛା ଆୟ: ରାଜ୍ୟପାଳ

ରାଜ୍ୟରେ ବଢିଛି ଚାଷୀଙ୍କ ମୁଣ୍ଡପିଛା ଆୟ: ରାଜ୍ୟପାଳ

ଭୁବନେଶ୍ୱର: ବିଧାନସଭାରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଅଭିଭାଷଣ ରଖି କହିଛନ୍ତି, ରାଜ୍ୟରେ ବଢିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ । ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଦିଆଯାଉଛି । ଏଥିପାଇଁ ସମୃଦ୍ଧ କୃଷକ ଯୋଜନାରେ ୬ ହଜାର କୋଟି ଟଙ୍କା ବ୍ୟୟ କରାଯାଇଛି । ସିଏମ କିଷାନ ଯୋଜନାରେ ଆୟ ବୃଦ୍ଧି ପାଇଁ ୨୦୨୦ କୋଟି ବ୍ୟୟ ହୋଇଛି । ଫଳରେ ଚାଷୀ ପରିବାରର ମୁଣ୍ଡ ପିଛା ଆୟ ଯଥେଷ୍ଟ ବୃଦ୍ଧି ପାଇଛି । ରାଜ୍ୟରେ ତିନି ଗୁଣା ବଢିଛି ଫସଲ ଉତ୍ପାଦନ । ୨୦୦୦-୦୧ରେ ଥିଲା ୫୫.୩୫ ଲକ୍ଷ ମେଟ୍ରିକ ଟନ । ଏଥିସହିତ ନକ୍ସଲଙ୍କ ମୂଳୋତ୍ପୋଟନ ହେବା ନେଇ ରାଜ୍ୟପାଳ ଦୃଢୋକ୍ତି ପ୍ରକାଶ କରିଛନ୍ତି । ୫ ବର୍ଷରେ ୪୮ ଜଣ ମାଓବାଦୀ ନିହତ ହୋଇଛନ୍ତି । ୭୮ ଗିରଫ ହୋଇଛନ୍ତି, ୮୨ ଜଣ ଆତ୍ମସମର୍ପଣ କରିଛନ୍ତି । ୨୦୨୫ରେ ୨୫ ଜଣ କ୍ୟାଡର ମାଓବାଦୀଙ୍କୁ ନିପାତ କରାଯାଇଛି ।

ବଢୁଛି ଲଘୁ ଖଣିଜ ରାଜସ୍ୱ: ରାଜ୍ୟପାଳ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking