ବଢୁଛି ଲଘୁ ଖଣିଜ ରାଜସ୍ୱ: ରାଜ୍ୟପାଳ

ଭୁବନେଶ୍ୱର: ବିଧାନସଭାରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଅଭିଭାଷଣ ରଖି କହିଛନ୍ତି, ଓଡିଶାରେ ବାର୍ଷିକ ପ୍ରାୟ ୪୫ ନିୟୁତ ଟନର ୫୫ ଇସ୍ପାତ କାରଖାନା ଅଛି । ଯାହାକି ଦେଶର ୨୩ ପ୍ରତିଶତ ରହିଛି । ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ ଇସ୍ପାତ ଯୋଗାଇବାକୁ ଓଡିଶା ପ୍ରସ୍ତୁତ ଅଛି । ଦେଶରେ ଇସ୍ପାତ ଏବଂ ଷ୍ଟେନଲେସ ଷ୍ଟିଲ ଉତ୍ପାଦନରେ ଓଡିଶା ପ୍ରଥମ । ଲଘୁ ଖଣିଜରେ ସଂସ୍କାର ଆଣୁଛନ୍ତି ସରକାର । ୨୦୨୨- ୨୩ରେ ୧୧୯୫ କୋଟି … Continue reading ବଢୁଛି ଲଘୁ ଖଣିଜ ରାଜସ୍ୱ: ରାଜ୍ୟପାଳ