23.1 C
Bhubaneswar
Monday, February 16, 2026
Homeଓଡିଶାବ୍ରହ୍ମପୁର ଜେଲ ଫେରିଲେ ବିକ୍ରମ ପଣ୍ଡା

ବ୍ରହ୍ମପୁର ଜେଲ ଫେରିଲେ ବିକ୍ରମ ପଣ୍ଡା

ଗଞ୍ଜାମ: ବ୍ରହ୍ମପୁର ଜେଲକୁ ଫେରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ଏମକେସିଜି ମେଡିକାଲରୁ ପୁଣି ବ୍ରହ୍ମପୁର ଜେଲ ଫେରିଲେ । କଡା ସୁରକ୍ଷା ବଳୟରେ ବିକ୍ରମଙ୍କୁ ବ୍ରହ୍ମପୁର ଜେଲ ସ୍ଥାନାନ୍ତର କରାଯାଇଛି । ୫ ଦିନ ହେଲା ଅସୁସ୍ଥତା ଯୋଗୁଁ ଏମକେସିଜିରେ ଭର୍ତ୍ତି ହୋଇଥିଲେ । ମେଡିକାଲ ପକ୍ଷରୁ ଡିସଚାର୍ଜ କରାଯିବା ପରେ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏହାରି ଭିତରେ ତରବରିଆ ଡିସଚାର୍ଜ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ବିକ୍ରମଙ୍କ ଓକିଲ । କହିଛନ୍ତି, ସମ୍ପୁର୍ଣ୍ଣ ସୁସ୍ଥ ନାହାନ୍ତି ବିକ୍ରମ । ଏମକେସିଜି କର୍ତ୍ତୃପକ୍ଷ ଚାପରେ ଡିସଚାର୍ଜ କରିଛନ୍ତି । ବିକ୍ରମଙ୍କ ଅଧିକାର କ୍ଷୁର୍ଣ୍ଣ ହୋଇଛି, ଏନେଇ ଆଇନର ଦ୍ୱାରସ୍ଥ ହେବୁ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking