26.7 C
Bhubaneswar
Sunday, June 21, 2026
Homeଓଡିଶାବନ ବିଭାଗ କର୍ମଚାରୀଙ୍କୁ ନିର୍ଧୂମ ଛେଚିଲେ ଲୋକେ

ବନ ବିଭାଗ କର୍ମଚାରୀଙ୍କୁ ନିର୍ଧୂମ ଛେଚିଲେ ଲୋକେ

ମୟୂରଭଞ୍ଜ: ମୟୂରଭଞ୍ଜ ଉଦଳାରେ ବନ ବିଭାଗ କର୍ମଚାରୀଙ୍କୁ ମାଡ଼ ମାରିଲେ, ଗାଡ଼ି ଭାଙ୍ଗିଲେ। ଡୁକୁରା ବନାଞ୍ଚଳ ବହଳଦା ଗାଁରେ ବନ ବିଭାଗ ଉପରେ ଗ୍ରାମବାସୀଙ୍କ ଆକ୍ରମଣ। ଗାଁ ନିକଟରେ ପଶିଥିବା ହାତୀ ଘଉଡ଼ାଇଵାକୁ ଆସିଥିବା ବେଳେ ଉତ୍ୟକ୍ତ ଲୋକେ ଅଧିକାରୀଙ୍କୁ ମାଡ଼ ମାରିବା ସହ ଗାଡ଼ି ଭାଙ୍ଗି ଦେଇଛନ୍ତି। ଆକ୍ରମଣରେ ଡୁକୁରା ବନାଞ୍ଚଳ ଫରେଷ୍ଟର ଖଗେଶ୍ୱର ସେଠି, ୨ ଫରେଷ୍ଟ ଗାର୍ଡ ଏବଂ ୩ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ରହିଛନ୍ତି ଜଣେ ମହିଳା ଫରେଷ୍ଟ ଗାର୍ଡ। ବନ ବିଭାଗର ଗୁରୁତର କର୍ମଚାରୀଙ୍କୁ ଖୁଣ୍ଟା ପୁଲିସ ଉଦ୍ଧାର କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking