32.1 C
Bhubaneswar
Sunday, February 15, 2026
Homeଓଡିଶାନବୀନଙ୍କୁ ଭେଟିଲେ ମିଶନ ଶକ୍ତି ସଦସ୍ୟା

ନବୀନଙ୍କୁ ଭେଟିଲେ ମିଶନ ଶକ୍ତି ସଦସ୍ୟା

ଭୁବନେଶ୍ବର: ଯାଜପୁର ବ୍ୟାସନଗର ମ୍ୟୁନିସିପାଲଟି ଅଞ୍ଚଳର ମିଶନ ଶକ୍ତି ସଦସ୍ୟାମାନେ ନବୀନ ନିବାସରେ ଶନିବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକଙ୍କୁ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ। ସବୁ ଆହ୍ବାନର ସାମ୍ନା କରି ଦୃଢ଼ ମନୋବଳ ସହ ନିଜର ଆର୍ଥିକ ଉନ୍ନତି ପାଇଁ କାମ ଜାରି ରଖିବାକୁ ଶ୍ରୀ ପଟ୍ଟନାୟକ ମିଶନ ଶକ୍ତି ସଦସ୍ୟାଙ୍କୁ ପରାମର୍ଶ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking