21.1 C
Bhubaneswar
Wednesday, February 11, 2026
Homeଓଡିଶାମୃତକଙ୍କ ପରିବାରକୁ ଭେଟିଲେ ସୁଧୀର ସାମଲ

ମୃତକଙ୍କ ପରିବାରକୁ ଭେଟିଲେ ସୁଧୀର ସାମଲ

ଢେଙ୍କାନାଳ: ଆଜି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କାଇମାଟି ପଞ୍ଚାୟତର ଲୋଚାପଳି ଗ୍ରାମରେ ଘଟିଥିବା ହୃଦୟବିଦାରକ ହାତୀ ଆକ୍ରମଣ ଘଟଣାରେ ଅକାଳେ ପ୍ରାଣ ହରାଇଥିବା ତିନି ଜଣଙ୍କ ପରିବାରବର୍ଗଙ୍କୁ ଭେଟି ଗଭୀର ଶୋକ ଓ ସାନ୍ତ୍ୱନା ଜଣାଇଲେ ବିଜେଡିର ପୂର୍ବତନ ବିଧାୟକ ସୁଧୀର ସାମଲ। ଏହି ଦୁର୍ଘଟଣାରେ ପୀଡିତ ପରିବାରମାନଙ୍କୁ ଆର୍ôଥକ ସହାୟତା ପ୍ରଦାନ କରି ସେମାନଙ୍କ ସହ ଦୁଃଖର ଏହି କଷ୍ଟକର ସମୟରେ ଦୃଢ଼ଭାବେ ପାଖରେ ରହିବାର ଆଶ୍ୱାସନ ଦେଇଛନ୍ତି। ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆମ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଏହି ଦୁର୍ଘଟଣା ସମ୍ବନ୍ଧରେ ଅବଗତ କରାଇଛନ୍ତି। ବନବିଭାଗର ଅବହେଳାର ପରିଣାମ ସ୍ୱରୂପ ତିନୋଟି ମୂଲ୍ୟବାନ ଜୀବନ ହାରାଇଥିବାରୁ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରି ତତ୍କାଳ ଯଥାଚିତ କାର୍ଯ୍ୟାନୁଷ୍ଠାନ ସହିତ ସ୍ଥାୟୀ ସମାଧାନ ଦାବି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking