31.1 C
Bhubaneswar
Wednesday, February 11, 2026
Homeଓଡିଶା୨ ପୁଅ ପାଇଁ ମୁଣ୍ଡ ନୁଆଁଇବାକୁ ହେଲା: ସୁର

୨ ପୁଅ ପାଇଁ ମୁଣ୍ଡ ନୁଆଁଇବାକୁ ହେଲା: ସୁର

ଭୁବନେଶ୍ୱର: ୨ ପୁଅ ପାଇଁ ମୁଣ୍ଡ ନୁଆଁଇବାକୁ ପଡିଲା କହିଲେ ସୁର ରାଉତରାୟ । ୨୦୨୪ ନିର୍ବାଚନରେ ଜଟଣୀରେ କଂଗ୍ରେସ ପରାଜୟ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁର ରାଉତରାୟ । ଆସନ୍ତା କାଲି କହିଥିଲେ ଜଟଣୀରୁ ନିର୍ବାଚନ ଲଢିବେ, ଆଜି କହିଲେ ଲଢିବାର ନାହିଁ । ଥରେ ସନ୍ନ୍ୟାସ ଘୋଷଣା ପରେ ପୁଣି ନିର୍ବାଚନ ଲଢିବା ପ୍ରଶ୍ନ ଉଠୁନି କହଛନ୍ତି ସୁର ରାଉତରାୟ । ଆହୁରି କହିଛନ୍ତି, ମୋ ସମ୍ମତିରେ ଜଟଣୀରେ କଂଗ୍ରେସ ଟିକେଟ ଫାଇନାଲ ହେବ । ୨ ପୁଅଙ୍କ ପାଇଁ ମୁଣ୍ଡ ନୁଆଁଇବାରୁ କଂଗ୍ରେସ ଜଟଣୀରେ ହାରିଲା । ଦ୍ୱିତୀୟ ଥର ପାଇଁ ସେ ଭୁଲ ଆଉ ହେବାକୁ ଦେବି ନାହିଁ । ମୋ ପୁଅ ହେଉ କି ଯିଏ ହେଉ, ମୋ ସମ୍ମତିରେ ଛିଡା ହେବେ ଏବଂ ଜିତିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking