30.1 C
Bhubaneswar
Tuesday, February 10, 2026
Homeଓଡିଶାମାଟ୍ରିକ ପରୀକ୍ଷା ପାଇଁ ନୋଡାଲ ସେଣ୍ଟର ପଠାଯିବ ପ୍ରଶ୍ନପତ୍ର

ମାଟ୍ରିକ ପରୀକ୍ଷା ପାଇଁ ନୋଡାଲ ସେଣ୍ଟର ପଠାଯିବ ପ୍ରଶ୍ନପତ୍ର

ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ବୋର୍ଡ ଅଫିସରୁ ନୋଡାଲ ସେଣ୍ଟର ପଠାଯିବ ପ୍ରଶ୍ନପତ୍ର । ଆସନ୍ତା ୧୯ ତାରିଖରେ ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ୫ ଲକ୍ଷ ୬୧ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ୩ ହଜାର ୮୨ଟି ପରୀକ୍ଷା ସେଣ୍ଟର କରାଯାଇଛି । ୩୨୨ଟି ନୋଡାଲ ସେଣ୍ଟର ହୋଇଛି । ନୋଡାଲ ସେଣ୍ଟର ଗୁଡିକ ସିସିଟିଭି ନଜରରେ ରହିବ । ପରୀକ୍ଷା କେନ୍ଦ୍ର ଗୁଡିକ ମଧ୍ୟ ସିସିଟିଭି ନଜରରେ ରହିବ। ଆଜି ପ୍ରଥମ ପର୍ଯ୍ୟାୟରେ ୪ଟି ଜିଲ୍ଲାକୁ ପ୍ରଶ୍ନପତ୍ର ଯାଇଛି । ୧୭ ତାରିଖ ସୁଦ୍ଧା ସବୁ ନୋଡାଲ ସେଣ୍ଟରରେ ସମସ୍ତ ପ୍ରଶ୍ନ ପତ୍ର ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ଼ ସଭାପତି ଶ୍ରୀକାନ୍ତ ତରାଇ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking