19.1 C
Bhubaneswar
Monday, February 2, 2026
Homeଓଡିଶାବିଶ୍ୱଜିତ ପାତ୍ର ପୁଣି ଇଡିରେ ହାଜର

ବିଶ୍ୱଜିତ ପାତ୍ର ପୁଣି ଇଡିରେ ହାଜର

ଭୁବନେଶ୍ୱର: ଆଜି ପୁଣି ଇଡିରେ ହେଲେ କଂଗ୍ରେସ ନେତା ବିଶ୍ୱଜିତ ପାତ୍ର । ବାଲି ମାଫିଆଙ୍କ ଘରେ ରେଡ୍ ପରେ ଚାଲିଛି ମାରାଥନ ଜେରା । ଗତକାଲି ବିଶ୍ୱଜିତଙ୍କୁ ୮ ଘଣ୍ଟା ଧରି ଜେରା କରିଥିଲା ଇଡି । ରାଜନୈତିକ ଓ ଅର୍ଥନୈତିକ ଲିଙ୍କକୁ ନେଇ ଚାଲିଛି ଘନ ଘନ ଜେରା । ଋଷିକୂଲ୍ୟା, ବାହୁଦା ଓ ବଡ଼ ନଦୀକୁ ଲୁଟି ଚାଲିଥିଲେ ବାଲି ମାଫିଆ। ବିନା ୱାଇ ଫର୍ମରେ ଶହ ଶହ କୋଟିର ବାଲି ଲୁଟି ଧ୍ବଂସ କରି ଦେଇଥିଲେ। ଅତର୍କିତ ରେଡ୍ ବେଳେ, ସାମନାକୁ ଆସିଥିଲା ସାଙ୍ଘାତିକ ଚିତ୍ର । ମାଫିଆଙ୍କ ଘରୁ ମିଳିଥିଲା କୋଟି କୋଟି ଟଙ୍କା ଓ ଅଚଳାଚଳ ସମ୍ପତି। ଆଉ ସେହି ଘଟଣାର ଖୋଳତାଡ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାଲିଛି ଜେରା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking