24.1 C
Bhubaneswar
Saturday, March 28, 2026
Homeଓଡିଶାଟ୍ରକ୍ ଓଲଟି ୪ ଗୁରୁତର

ଟ୍ରକ୍ ଓଲଟି ୪ ଗୁରୁତର

ପାଣିକୋଇଲି: ଟ୍ରକ୍ ଓଲଟି ୪ ଗୁରୁତର । ରାନୀ ପଣ୍ଡାଙ୍କ ଯାତ୍ରା ଅନୁଷ୍ଠାନର ଟ୍ରକ୍ ଓଲଟିଥିବା ସୂଚନା ମିଳିଛି । ଯାତ୍ରା ପାର୍ଟି ଟ୍ରକ ଓଲଟି ୪ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଯାଜପୁର କୋରେଇରୁ ଅପେରା ନାଟ୍ୟ ମଣ୍ଡପ ଯାତ୍ରା ସାରି ଅନୁଷ୍ଠାନ ଗାଡ଼ି ପରବର୍ତ୍ତୀ କ୍ୟାମ୍ପକୁ ଯାଉଥିଲା । ଏହି ସମୟରେ ଗୋଲେଇପୁର ପାଖରେ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ଜଣଙ୍କ ଅବସ୍ଥା ସଂକଟପନ୍ନ ରହିଛି । ଗୁରୁତରଙ୍କୁ ପ୍ରଥମେ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking