ଉଦଳା: କପ୍ତିପଦା ବଜାରରେ ଚାଲିଛି ଜବରଦଖଲ ଉଚ୍ଛେଦ । ଏନଏସି ମାନ୍ୟତା ପାଇବା ପରେ ପ୍ରଥମ ପର୍ଯ୍ୟାୟ ଉଚ୍ଛେଦ ଜାରି ରହିଛି । ଏହି ପର୍ଯ୍ୟାୟରେ ୧୮୭ ଦୋକାନ କରାଯିବ ଉଚ୍ଛେଦ । ଏଥିପାଇଁ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଗତ ବର୍ଷ ଅଗଷ୍ଟ ମାସରେ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାକୁ ଏନଏସି ଭାବେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।










