17.1 C
Bhubaneswar
Monday, February 2, 2026
Homeଓଡିଶାସଂଘବଦ୍ଧ ଆକ୍ରମଣ: ଜଣେ ମୃତ

ସଂଘବଦ୍ଧ ଆକ୍ରମଣ: ଜଣେ ମୃତ

ଭଦ୍ରକ: ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ । ପୀରହାଟ ଥାନା ଶ୍ୟାମସୁନ୍ଦରପୁର ଗାଁରେ ହତ୍ୟାକାଣ୍ଡ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପୀଡିତାଙ୍କ ମୃତ୍ୟୁ ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking