19.1 C
Bhubaneswar
Monday, February 2, 2026
Homeଦେଶ ବିଦେଶବରଫ ଆସ୍ତରଣରେ ଆଚ୍ଛାଦିତ କାଶ୍ମୀର

ବରଫ ଆସ୍ତରଣରେ ଆଚ୍ଛାଦିତ କାଶ୍ମୀର

ନୂଆଦିଲ୍ଲୀ: ଧଳା ଚାଦର ଭଳି ବରଫ ଆସ୍ତରଣରେ ଆବୃତ୍ତ ହୋଇଛି କାଶ୍ମୀର। ୩ ଫୁଟରୁ ଅଧିକ ବରଫ ଆସ୍ତରଣରେ ଆଚ୍ଛାଦିତ ହୋଇଛି ଘର ଦ୍ୱାର, ଗଛ, ରାସ୍ତା, ଗାଡି । ଏଥି ସହିତ ତୁଷାରପାତ ମଧ୍ୟ ହେଉଛି। ଏ ଦୃଶ୍ୟ ଦେଖିବା ପାଇଁ ଶୀତ ଋତୁରେ ପର୍ଯ୍ୟଟକ ମାନଙ୍କ ଭିଡ ଜମୁଛି। ଯୁବ ପିଢି ଠାରୁ ବୟସ୍କ ମାନେ ଏହି ଜାଗାରେ ରିଲ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଏଭଳି ପରିସ୍ଥିତିରେ ସକାଳୁ ବାହାରିବା କଷ୍ଟକର ହୋଇପଡୁଛି । ଖାଲି କାଶ୍ମୀର ନୁହେଁ, ଆମେରିକାରେ ମଧ୍ୟ ପ୍ରବଳ ତୁଷାର ପାତ ହୋଇଥିବା ଜଣାପଡିଛି। ତୁଷାରପାତର ମଜା ନେବା ପାଇଁ ଆମେରିକା ମଧ୍ୟ ଆସିଥାନ୍ତି ପର୍ଯ୍ୟଟକ । ଆଉ ସେଠାରେ ମନ ଭରି ଆନନ୍ଦ ଉପଭୋଗ କରିଥାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking