22.1 C
Bhubaneswar
Wednesday, March 4, 2026
Homeଓଡିଶାଓଡିଶାରୁ ୩ ଜଣଙ୍କୁ ପଦ୍ମଶ୍ରୀ!

ଓଡିଶାରୁ ୩ ଜଣଙ୍କୁ ପଦ୍ମଶ୍ରୀ!

ଭୁବନେଶ୍ୱର: ଓଡିଶାରୁ ୩ ଜଣଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ୩ ଓଡିଆଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ଚରଣ ହେମ୍ବ୍ରମ, ସୀମାଞ୍ଚଳ ପାତ୍ର, ମହେନ୍ଦ୍ର କୁମାର ମିଶ୍ରଙ୍କୁ ମିଳିବ ପଦ୍ମଶ୍ରୀ । ସାହିତ୍ୟ ଓ ଶିକ୍ଷା ପାଇଁ ଚରଣ ହେମ୍ବ୍ରମ ଓ ମହେନ୍ଦ୍ର ମିଶ୍ରଙ୍କୁ ମିଳିବ ପଦ୍ମଶ୍ରୀ । କଳା କ୍ଷେତ୍ରରେ ସୀମାଞ୍ଚଳ ପାତ୍ରଙ୍କୁ ମିଳିବ ପଦ୍ମଶ୍ରୀ । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ କର୍ଣ୍ଣାଟକର ଆଙ୍କେ ଗୌଡାଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking