କଟକ: ସେକ୍ସଟର୍ସନର ଶିକାର ବୃଦ୍ଧଙ୍କ ଠାରୁ ୮୮ ଲକ୍ଷ ଠକେଇ ଅଭିଯୋଗ । ଅଶ୍ଳୀଳ ଫଟୋ ଭିଡିଓ ଦେଖାଇ ବୃଦ୍ଧଙ୍କ ଠାରୁ ସାଇବର ଠକେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଯାଜପୁର ଧର୍ମଶାଳାରେ କମିଶନରେଟ୍ ପୋଲିସ ଚଢାଉ କରିଛି । ଚଢାଉ କରି ୧୪ ଲକ୍ଷ ଟଙ୍କା ସହ ସୁନା ଗହଣା ଜବତ କରିଛି ପୋଲିସ । ଏହି ଘଟଣାରେ ପୋଲିସ ୫ ଅଭିଯୁକ୍ତକୁ ଗିରଫ କରିଛି ।










