28.1 C
Bhubaneswar
Sunday, January 18, 2026
Homeଖେଳଭାରତ - ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ: ବୋଲିଂ କରିବ ଭାରତ

ଭାରତ – ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ: ବୋଲିଂ କରିବ ଭାରତ

ଇନ୍ଦୋର: ଇନ୍ଦୋରର ହୋଲକର ଷ୍ଟାଡିୟମରେ ଭାରତ – ନ୍ୟୁଜିଲାଣ୍ଡର ତୃତୀୟ ଦିନିକିଆ ଖେଳାଯାଉଛି । ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ । ଭାରତୀୟ ଏକାଦଶରେ ଗୋଟିଏ ପରିବର୍ତ୍ତନ ହୋଇଛି । ପ୍ରସିଦ୍ଧଙ୍କ ସ୍ଥାନରେ ଏକାଦଶରେ ଅର୍ଶଦୀପଙ୍କୁ ସାମିଲ କରାଯାଇଛି । ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବରରେ ଅଛନ୍ତି । ଭାରତ ପ୍ରଥମ ଦିନିକିଆକୁ ୪ ୱିକେଟରେ ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ଦ୍ୱିତୀୟକୁ ୭ ୱିକେଟରେ ଜିତିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking