26.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶସଡକ ଦୁର୍ଘଟଣାରେ ୯ମ ଶ୍ରେଣୀ ଛାତ୍ରର ମୃତ୍ୟୁ

ସଡକ ଦୁର୍ଘଟଣାରେ ୯ମ ଶ୍ରେଣୀ ଛାତ୍ରର ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତପ୍ରଦେଶର ବାଲିଆ  ଜିଲ୍ଲାରେ  କାର ଏକ ମୋଟର ସାଇକେଲକୁ ଧକ୍କା ଦେବାରୁ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ବୁଧବାର ଦିନ ତିନି  ଜଣ ବନ୍ଧୁଙ୍କ ସହ କଥା ହେବା ପାଇଁ   ରାସ୍ତା କଡରେ ବାଇକ ପାର୍କିଂ କରିଥିଲେ। ସେହି ସମୟରେ  ହଠାତ ଦ୍ରୁତଗାମୀରେ କାରଟି ଆସି  ସେମାନଙ୍କ ଗାଡିକୁ ଧକ୍କା ଦେଇଥିଲା । ଆହତମାନଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ଗୁରୁତର  ହେବାରୁ ଜିଲ୍ଲା ହସ୍ପିଟାଲକୁ ରେଫର କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି। ଅନ୍ୟପଟେ ମୃତକଙ୍କ ବାପା  ଭାରତୀୟ ନ୍ୟାୟ ସଂହିତା ଧାରା ଅନୁଯାୟୀ, ଅଜଣା କାର  ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking