21.1 C
Bhubaneswar
Wednesday, February 4, 2026
Homeଓଡିଶା‘୪ ଇ’ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

‘୪ ଇ’ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଲୋକସେବା ଭବନ କନଫରେନ୍ସ ହଲରେ ଜାତୀୟ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଭାଷଣଅଭିଭାଷଣରେ ଦୁର୍ଘଟଣା ରୋକିବାକୁ ‘୪ ଇ’ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ ପ୍ରଥମ ‘ଇ’ ହେଉଛି ଏଡୁକେସନ୍ ବା ସଠିକ୍ ସୂଚନା ଓ ସଚେତନତା ସୃଷ୍ଟି କବିବା । ଦ୍ୱିତୀୟ ‘ଇ’ ହେଉଛି ଏନଫୋର୍ସମେଣ୍ଟ ବା ଟ୍ରାଫିକ୍ ନିୟମ ଲାଗୁ କରିବା । ତୃତୀୟ ‘ଇ’ ହେଉଛି ଇଞ୍ଜିନିୟରିଂ ବା ସୁରକ୍ଷିତ ରାସ୍ତା ଓ ପୋଲ ନିର୍ମାଣ କରିବା । ଚତୁର୍ଥ ‘ଇ’ ହେଉଛି ଏମରଜେନ୍ସି ବା ତୁରନ୍ତ ଚିକିତ୍ସା ସେବା ଯୋଗାଇବା । ମୁଁ ଏଥିରେ ଆଉ ଦୁଇଟି ‘ଇ’ ଯୋଡୁବାକୁ ଚାହୁଁଛି । ଏହି ଦୁଇ ‘ଇ’ ହେଉଛି ଏନଭାଇରନ୍‌ମେଣ୍ଟ ଓ ଏନ୍‌ଗେଜମେଣ୍ଟ । ଏସବୁ ଆପଣାଇଲେ ୯୫% ଦୁର୍ଘଟଣାକୁ ରୋକାଯାଇପାରିବ । ଆମେ ଚାହୁଁନଥିଲେ ବି ସଡକ ଦୁର୍ଘଟଣାରେ ସାରା ବିଶ୍ୱରେ ଭାରତ ପ୍ରଥମ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking