19.1 C
Bhubaneswar
Sunday, January 11, 2026
Homeଦେଶ ବିଦେଶଗଛରେ ପିଟିହେଲା କାର: ୪ ମୃତ

ଗଛରେ ପିଟିହେଲା କାର: ୪ ମୃତ

ନୂଆଦିଲ୍ଲୀ: ଗଛରେ ପିଟିହେଲା ଏସୟୁଭି କାର । ୪ କଲେଜ ଛାତ୍ରଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାର ମୋକିମା ଅଞ୍ଚଳରେ ଘଟିଛି । ସୂଚନା ଅନୁସାରେ , କାରରେ ୪ ଜଣ ଛାତ୍ର, ଛାତ୍ରୀ କେଉଁଆଡେ ଯାଉଥିଲେ । ନିୟନ୍ତ୍ରଣ ହରାଇ କାରଟି ନିୟନ୍ତ୍ରଣ ହରାଇ ଗଛରେ ପିଟି ହୋଇଥିଲା । ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତରକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ପ୍ରତ୍ୟେକ୍ଷଦର୍ସୀଙ୍କ କହିବା ଅନୁଯାୟୀ, କାରଟି ନିୟନ୍ତ୍ରଣ ହରାଇ ଏଭଳି ଦୁର୍ଘଟଣା ଘଟାଇଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ । ମୃତାହତଙ୍କ ପରିବାର ଲୋକଙ୍କୁ ଏବାବଦରେ ସୂଚନା ଦିଆଯାଇଛି । ଏବଂ ସହାୟତା ବ୍ୟବସ୍ଥା କରାଯାଉଛି । ମୃତକଙ୍କ ପରିବାର ଲୋକେ ଏହି ଦୁଖଦ ଖବର ଶୁଣି ଦୁଃଖରେ ଭାଙ୍ଗି ପଡିଛନ୍ତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking