26.1 C
Bhubaneswar
Wednesday, February 4, 2026
Homeଓଡିଶାଲିଙ୍ଗରାଜ ମନ୍ଦିରରେ ଅଣହିନ୍ଦୁ

ଲିଙ୍ଗରାଜ ମନ୍ଦିରରେ ଅଣହିନ୍ଦୁ

ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଭିତରେ ଅଣହିନ୍ଦୁଙ୍କ ପ୍ରବେଶ । ଜାପାନରୁ ଆସିଥିବା ଜଣେ ପର୍ଯ୍ୟଟକ ପଶିଗଲେ । ସନ୍ଦେହ କରି ଧରିଲେ ଜଣେ ସେବକ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ନେଇଥିବା ବ୍ୟକ୍ତିକୁ ଅଟକ ରଖି ପଚରାଉଚରା କରୁଛିି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking