ଭୁବନେଶ୍ୱର: ଇଣ୍ଟରସେପ୍ଟର ମିଜାଇଲ୍ ଏସ – ୪୦୦ର ବ୍ୟବହାରିକ ପରୀକ୍ଷଣ। ଏହା ବାୟୁ ପ୍ରତିରକ୍ଷା କ୍ଷମତାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଅପେରେସନ ସିନ୍ଦୂରରେ ବ୍ୟବହୃତ ହୋଇଥିଲା ଏସ – ୪୦୦ ଇଣ୍ଟରସେପ୍ଟର। ଅବଦୁଲ କଲାମ ଦ୍ବୀପରୁ ଅପରାହ୍ନ ୩ଟା ୪୦ରେ ବ୍ୟବହାରିକ ପରୀକ୍ଷଣ। ପ୍ରଥମେ ବଂଶୀ ନାମକ ମିଜାଇଲ୍କୁ ସଫଳତାର ସହ ଧ୍ବଂଶ କରିଦେଇଥିଲା। ଏସ – ୪୦୦। ୪୦୦ କିମି ପର୍ଯ୍ୟନ୍ତ ବିମାନ, ଡ୍ରୋନ୍, ବାଲିଷ୍ଟିକ୍/କ୍ରୁଜ୍କୁ ଟାର୍ଗେଟ କରିପାରିବ। ରୁଷ ଓ ଭାରତ ଭଳି ଦେଶ ପାଇଁ ଏୟାର ଡିଫେନ୍ସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।










