17.1 C
Bhubaneswar
Wednesday, December 31, 2025
Homeଓଡିଶା୨ ମାସ ବଢିଲା ଇ-କେୱାଇସି ଅବଧି

୨ ମାସ ବଢିଲା ଇ-କେୱାଇସି ଅବଧି

ଭୁବନେଶ୍ୱର: ରାସନ କାର୍ଡ ପାଇଁ ଇ-କେୱାଇସି ଅବଧି ବୃଦ୍ଧି । ଇ – କେୱାଇସି ଅବଧି ବଢାଇଲେ ରାଜ୍ୟ ସରକାର । ଆହୁରି ୨ ମାସ ବଢିଇଛନ୍ତି ରାସନ୍ କାର୍ଡ ଇ-କେୱାଇସି ଅବଧି । ଆଜି ଶେଷ ହେଉଥିଲା ଇ -କେୱାଇସି ଅବଧି । ୨ ମାସ ଇ – କେୱାଇସି ଅବଧି ବୃଦ୍ଧି କରାଯାଇଛି । ପେବୃଆରି ମାସ ଯାଏଁ ଇ – କେୱାଇସି ଅବଧି ବୃଦ୍ଧି କରାଯାଇଛି । ୯୬ ପ୍ରତିଶତ ହିତାଧିକାରୀ ଇ – କେୱାଇସି କରିସାରିଲେଣି । ବଳକା ୪ ପ୍ରତିଶତ ଇ – କେୱାଇସି କରିନାହାନ୍ତି । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking