18.1 C
Bhubaneswar
Tuesday, December 23, 2025
Homeଓଡିଶାଧାନ ବିକ୍ରି ସମସ୍ୟାକୁ ନେଇ ତାତିଲେ ଚାଷୀ

ଧାନ ବିକ୍ରି ସମସ୍ୟାକୁ ନେଇ ତାତିଲେ ଚାଷୀ

ବରଗଡ଼: ଧାନ ବିକ୍ରି ସମସ୍ୟାକୁ ନେଇ ତାତିଲେ ଚାଷୀ । ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଆନ୍ଦୋଳନକାରୀ । ବରଗଡ଼ ଜିଲ୍ଲାରେ ଧାନକିଣାରେ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଜୟ କିଷାନ ଆନ୍ଦୋଳନ ସଂଗଠନ । ଜମି ତୁଳନାରେ ଟୋକନ ପରିମାଣ କମ ଆସିବା ସହ କଟନୀ ଛଟନୀ ଓ ଧାନ ଉଠୁନଥିବା ଅଭିଯୋଗ ହୋଇଛି । ସରକାର ଧ୍ୟାନ ଦେବା ପାଇଁ ପ୍ରଶାସନକୁ ଅନୁରୋଧ କରାଯାଇଛି। ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଛନ୍ତି ଚାଷୀ । ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking