21.1 C
Bhubaneswar
Monday, December 22, 2025
Homeଓଡିଶାସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍

ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର: ଏସଆଇ ନିଯୁକ୍ତି ପରୀକ୍ଷା ଅନିୟମିତତା ପ୍ରସଙ୍ଗ । ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବତଲବ । ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ କରି ପ୍ରଶ୍ନ କରିଛନ୍ତି ଯେ ପରୀକ୍ଷା ପରିଚାଳନା ଲାଗି କ’ଣ ପଦକ୍ଷେପ ନିଆଯାଇଛି ? ଏତେ ସଂଖ୍ୟକ ପଦବି ଖାଲି, କାହିଁକି ପୂରଣ ହେଉନାହିଁ ? ଜିଏ ବିଭାଗର ଏସଓପି କାହିଁକି ପାଳନ ହେଉନାହିଁ ? ଏହା ସହ ସେ କହିଛନ୍ତି ଯେ ବେସରକାରୀ ସଂସ୍ଥାକୁ ପରିଚାଳନା ଦାୟିତ୍ୱ ନଦିଆଯାଉ । ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking