25.1 C
Bhubaneswar
Saturday, February 14, 2026
Homeଓଡିଶା୧୦ମ ରାଜ୍ୟ ସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳା ଅନୁଷ୍ଠିତ

୧୦ମ ରାଜ୍ୟ ସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳା ଅନୁଷ୍ଠିତ

ଯାଜପୁର: ଦଶମ ରାଜ୍ୟ ସ୍ତରୀୟ କଳିଙ୍ଗନଗର ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟା ବ୍ୟାସନଗର ସହରର ଚୋରଦା ସ୍ଥିତ କାଳୀ ମେଲଣ ଅନୁଷ୍ଠିତ ସଭା ରେ ପୂର୍ଵ ତନ ଅର୍ଥ ମନ୍ତ୍ରୀ ଡ଼ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ ଅନୁଷ୍ଠାନିକ ଭାବ ରେ ଉତ୍ସବ କୁ ଉତୁଘାଟନ କରି ଥିଲେ ଶ୍ରୀ ଘଡେ଼ଇ କହିଲେ ଯେ ପୁସ୍ତକ ଜ୍ଞାନ ର ଭଣ୍ଡାର l ପୁସ୍ତକ ପଢିଲେ ବୌଦ୍ଧିକ ଧାର୍ମିକ ସମାଜ ର ମଙ୍ଗଳ ଭାବ ଜାଗ୍ରତ ହୁଏ l ଓଡିଶା ଭାଷା ଏବେ ବିପନ୍ନ ଏହା ର ସୁରକ୍ଷା ପାଇଁ ପୁସ୍ତକ ମେଳା ଗୁରୁ ତ୍ୱ ରହିଛି l କଳିଙ୍ଗ ନଗର ପୁସ୍ତକ ମେଳା 10ବର୍ଷ ରେ ପଦlର୍ପଣ କରି ଥିବାରୁ ଡ଼ ଘଡେ଼ଇ ଆୟୋକ ମାନଙ୍କର ଭୂୟାସୀ ପ୍ରଶଂସା କରି ଥିଲେ l ଓଡିଶା ର ଭାଷା ସାହିତ୍ୟ ଓ ସଂକୃତିକୁ କୁ ସୁଦୃଢ କରିବା ପାଇଁ ପ୍ରତି ବ୍ଲକ ରେ ପୁସ୍ତକ ମେଳା କରିବା ପାଇଁ ସେ ପରାମର୍ଶ ଦେଇ ଥିଲେ ଅନ୍ୟ ମାନଙ୍କ ମଧ୍ୟ୍ୟ ରେ କୋରେଇ ବ୍ଲକ ର ଶିକ୍ଷା ଅଧିକାରୀ ସୁଦର୍ଶ ମଲ୍ଲିକ ମୁଖ୍ୟ ବ୍ୟକ୍ତା ଭାବେ ଯୋଗ ଦେଇ ପୁସ୍ତକ ହିଁ ମଣିଷ ଗଠନ କରିବା ରେ ସାହାଯ୍ୟ କରିବାରେ ସହାୟକ ବୋଲି ମତ ବ୍ୟକ୍ତ କରି ଥିଲେ ଡାକ୍ତର ସଦାନନ୍ଦ ମହାନ୍ତି ସଂମ୍ମାନ ଅତିଥି ଭାବେ ଯୋଗ ଦେଇ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରି ମୁନୁଷ୍ୟ ଙ୍କୁ ପରମ ଆତ୍ମା ସନ୍ଧାନ ଦେଇ ପୁସ୍ତକ ରୁ ମିଳି ଥlଏ ଏହି ଉତ୍ସବ ରେ ଉପ ସଭାପତି ହୂସିକେଶ ସାହୁ ଅଧ୍ୟକ୍ଷତା କରି ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସଭାପତି ବିଦ୍ୟା ଧର ମହାନ୍ତି ପୁସ୍ତକ ମେଳା ର ଆଭିମୁଖ୍ୟ ସମ୍ପର୍କ ଆଲୋକ ପାତ କରି ଥିଲେ ଡ଼ କୃଷ୍ଣ ଚନ୍ଦ୍ର ପ୍ରଧାନ ବିବରଣୀ ପାଠ ଓ ଅଥିତି ପରିଚୟ ଦେଇ ଥିଲେ ବରିଷ୍ଠ ଉପଦେଷ୍ଟା ଅଭି ମନ୍ୟୁ ମିଶ୍ର ମଞ୍ଚ ନିମନ୍ତ୍ରଣ କରି ଥିଲେ l କବି ମଧୁସୂଦନ ମହାପାତ୍ରଙ୍କ କବିତା ଶଙ୍ଖଳନ ରାଜ ଧାନୀ ର ରେବତୀ ଉନୁ ମୋଚନ ଅତିଥି ମାନଙ୍କ ଦ୍ୱlର କରା ଯାଇ ଥିଲା l ଏହି ଉତ୍ସବ ରେ କାର୍ଯ୍ୟ କାରି ସଭାପତି ବିବେକା ନନ୍ଦ ମହାନ୍ତି ଉପ ସଭାପତି ଡ଼ ଅକ୍ଷୟ କୁମାର ପଣ୍ଡା ସମ୍ପାଦକ ପବିତ୍ର ରଞ୍ଜନ ମହାନ୍ତି ପଦ୍ୟୁନ୍ନ ବୋଇତାଇ ଅଜୟ ପଣ୍ଡା ପ୍ରଶାନ୍ତ ପାତ୍ର ଅଶୋକ ଖିଲାର ମଧୁ ସୁଦନ ମହା ପାତ୍ର ପ୍ରମୁଖ ଉପ ସ୍ଥିତ ରହି ବକ୍ତ ବ୍ୟ ଦେଇ ଥିଲେ ପରମ୍ବର ଅକ୍ଷୟ ଦେଓ ଙ୍କ ତତ୍ୱl ବଧାନରେ କ୍ରିଷ୍ଣା ଇଣ୍ଟର ନାସନାଲ ସ୍କୁଲ ର ଶିକ୍ଷୟତ୍ରୀ ମାନେ ବନ୍ଦେ ଉତ୍କଳ ଜାନନୀ ଗାନ କରା ଯାଇ ଥିଲା ସଭା ଶେଷ ରେ ବରିଷ୍ଠ ଉପ ଦେଷ୍ଟା ଚନ୍ଦ୍ର ମଣି ସାମଲ ଧନ୍ୟବାଦ ଦେଇ ଥିଲେ lଗୁରୁ ରବି ଶଙ୍କର ଙ୍କ ମେଡିକେ ସନକାର୍ଯ୍ୟକ୍ରମ କରା ଯାଇ ଥିଲା l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking