23.1 C
Bhubaneswar
Sunday, February 8, 2026
Homeଓଡିଶାମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି: ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା। ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ କଟକଣାକୁ ବୃଦ୍ଧି କରାଯାଇଛି। ଆଜି ରାତି ୧୨ଟା ଯାଏ ବଢ଼ିଛି କଟକଣା । ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିଥିଲେ ଆରଡିସି ଓ ଜିଲ୍ଲାପାଳ। ଶାନ୍ତି ଫେରାଇ ଆଣିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଅନ୍ୟପଟେ ଗାଁରେ ଥିରେ ଧିରେ ଶାନ୍ତି ଫେରୁଛି। ଗତକାଲି ଦୁଇ ଗୋଷ୍ଠୀର ନେତାଙ୍କ ସହ ଆଲୋଚନା କରିଥିଲେ ଉପ- ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଦୁଇ ପକ୍ଷର ବିଭିନ୍ନ ଅଭିଯୋଗ ଓ ଦାବି ଶୁଣି ଅଭିଯୋଗ ଓ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କେଭି ସଂଦେଓ ଆଶ୍ଵାସନା ଦେଇଛନ୍ତି। ଘଟଣାର ଅନୁଧ୍ୟାନ ପାଇଁ ବିଜେଡିର ୭ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମାଲକାନଗିରି ଯିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking