27.1 C
Bhubaneswar
Friday, December 12, 2025
Homeଓଡିଶାସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ୱାମୀ

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ୱାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ପେଟ୍ରୋଲ ଢାଳି ଜାଳି ଦେଇଛି ମଦ୍ୟପ ସ୍ୱାମୀ । ମହିଳାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରା ଉଚରା କରୁଛି । ବର୍ତ୍ତମାନ ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ ସାମାନ୍ୟ କାରଣରୁ ଏଭଳି ଚରମ ନିଷ୍ପତ୍ତି ନେବା ଏହା ଅସାଧୁ ବ୍ୟକ୍ତିଙ୍କ ପରିଚୟ ଅଟେ । ଏହିି ଖବର ନୂଆ ନୁହେଁ ।ଏପରି କେତେ ଯୁବକ, ଯୁବତୀ ନିଆଁରେ ଜାଳି ହୋଇ ଜୀବନ ହାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking