19.1 C
Bhubaneswar
Tuesday, February 3, 2026
Homeଓଡିଶା୨ ଛାତ୍ର ମୃତ୍ୟୁ: ଏନ୍‌ଏଚ୍ ୩୨୬ ଅବରୋଧ

୨ ଛାତ୍ର ମୃତ୍ୟୁ: ଏନ୍‌ଏଚ୍ ୩୨୬ ଅବରୋଧ

ଗୁଣପୁର: ବସ୍ ଧକ୍କାରେ ୨ କଲେଜ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା। କ୍ଷତିପୂରଣ ଦାବିରେ ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ବିକ୍ଷୋଭ। ଜାତୀୟ ରାଜପଥ ୩୨୬ ଅବରୋଧ କରିବା ସହ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ପରୀକ୍ଷା ଦେବାକୁ ଯିବା ବେଳେ ପାଲୁପାଇ ନିକଟରେ ବସ୍ ଧକ୍କାରେ ମୃତ୍ୟୁବରଣ କରିଥିଲେ ୨ କଲେଜ ଛାତ୍ର। ଲାଞ୍ଜିଗଡ଼ରୁ ବ୍ରହ୍ମପୁର ଯାଉଥିବା ଏକ ଘରୋଇ ବସ୍ ବାଇକ୍‌କୁ ଧକ୍କା ଦେଇଥିଲା।

ବସ୍ ଧକ୍କାରେ ୨ କଲେଜ ଛାତ୍ର ମୃତ

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking