23.1 C
Bhubaneswar
Tuesday, February 3, 2026
Homeଓଡିଶାଆଇନଶୃଙ୍ଖଳା ବଜାୟ ରଖ: କେଭି ସିଂଦେଓ

ଆଇନଶୃଙ୍ଖଳା ବଜାୟ ରଖ: କେଭି ସିଂଦେଓ

ମାଲକାନଗିରି: ମାଲକାନଗିରିରେ ସରିଲା ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ବୈଠକ । ପର୍ଯ୍ୟାୟକ୍ରମେ ଦୁଇଗୋଷ୍ଠୀଙ୍କ ସହ କେଭି ସିଂଦେଓଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।ବୈଠକରେ ସାମିଲ ଥିଲେ ଜିଲ୍ଲାପଳ, ଏସପି, ଏଡିଜି , ଡିଆଇଜି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ସରିବା ପରେ କେଭି ସିଂଦେଓ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଦୁଇ ଗୋଷ୍ଠୀ ଦାବିପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବି । ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଥାଉକି, ମହିଳାଙ୍କ ମୃତଦେହକୁ ନେଇ କିଛି ଦିନ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଥିଲା । ଭଙ୍ଗାରୁଜା ପରିସ୍ଥିତି ଉପୁଜିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking