25.1 C
Bhubaneswar
Saturday, December 6, 2025
Homeଓଡିଶାହାତୀ ଆକ୍ରମଣରେ ଯୁବକ ମୃତ

ହାତୀ ଆକ୍ରମଣରେ ଯୁବକ ମୃତ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ହାତୀ ଆକ୍ରମଣରେ ଯୁବକ ମୃତ। ମୃତକ ଜାମଦାପାଳ ଗାଁର ଜୁନା ନାଏକ। ଗତକାଲି  ସନ୍ଧ୍ୟା ସମୟରେ  ପାର୍ବତୀପୁର  ଆମ୍ବ ବାଗାନରେ ୨୮ ଟିକିଆ ହାତୀ ହାବୁଡରେ  ପଡିଯାଇଥିଲେ ଜୁନା । ସେତେବେଳେ ଜୁନାକୁ ହାତୀ ଆକ୍ରମଣ କରିଥିଲା। ଆହତ ଅବସ୍ଥାରେ ଜୁନାଙ୍କୁ  ବନବିଭାଗ  ଉଦ୍ଧାର କରି  ପ୍ରଥମେ  ଶୁକୃଳି  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ  ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ଜୁନାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking