24.1 C
Bhubaneswar
Wednesday, February 4, 2026
Homeଓଡିଶାହ୍ୟୁମାନ ମୃତ୍ୟୁ: ମଧୁପାଟଣା ଥାନାରେ ଅଭିଯୋଗ

ହ୍ୟୁମାନ ମୃତ୍ୟୁ: ମଧୁପାଟଣା ଥାନାରେ ଅଭିଯୋଗ

କଟକ: ହ୍ୟୁାମାନଙ୍କ ମୃତ୍ୟୁ ଘଟଣାରେ କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଛି । ହ୍ୟୁମାନଙ୍କ ୩ ସହେଯାଗୀଙ୍କ ନାଁରେ ଅଭିଯୋଗ କଲେ ନିର୍ଦ୍ଦେଶକ ଜିତୁ ରାଉତ । ୩ ସହେଯାଗୀଙ୍କ ଭୂମିକାକୁ ତଦନ୍ତ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି । ହ୍ୟୁମାନଙ୍କ ଆର୍ଥିକ କାରବାର, ଚିକିତ୍ସା ଆଦି ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ହ୍ୟୁମାନ ରୋଜଗାର କରିଥିବା ଟଙ୍କା ହେରଫେର ହେଇଛି କହିଲେ ନିର୍ଦ୍ଦେଶକ ଜିତୁ । ମ୍ୟାନଜର ଓ ପୂରା ଟିମ୍ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିଥିବା ନେଇ ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking