23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଛତିଶଗଡ଼ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

ଛତିଶଗଡ଼ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 

ଝାରସୁଗୁଡା: ଝାରସୁଗୁଡାରେ  ବିମାନ  ବନ୍ଦରରେ ରାଷ୍ଟ୍ରପତି  ଦ୍ରୌପଦୀ  ମୁର୍ମୁ  ଗୁରୁବାର  ପହଞ୍ଚିଛନ୍ତି । ରାଷ୍ଟ୍ରପତି  ଶ୍ରୀମତି ଦ୍ରୌପଦୀ ମୁର୍ମୁ ।  ବାୟୁସେନାର  ସ୍ୱତନ୍ତ୍ର  ବିମାନରେ  ଝାରସଗୁଡା  ବିମାନ ବନ୍ଦରରେ  ଅବତରଣ କରିବା ପରେ  ରାଜ୍ୟ ସରକାର , ଜିଲ୍ଲା ପ୍ରଶାସନ ପକ୍ଷରୁ  ତାଙ୍କୁ  ଭବ୍ୟ ସ୍ୱାଗତ କରାଯାଇଥିଲା । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଟଙ୍କାଧର ତ୍ରିପାଠୀ, ଏସଜିଆର ରାଘେବନ୍ଦ୍ର  ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ । ଏହାପରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ବାୟୁସେନାର ହେଲିକପ୍ଟରରେ ରାଷ୍ଟ୍ରପତି ମୁର୍ମୁ  ଛତିଶଗଡର ଅମ୍ବିକାପୁର ଅଭିମୁଖେ  ବାହାରିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking