ନୂଆପଡା: ନୂଆପଡାରେ ବିଜେପିକୁ ଅଦ୍ଭୁତପୂର୍ବ ସଫଳତା । କଂଗ୍ରେସ ଓ ବିଜେଡିକୁ ବହୁ ପଛରେ ପକାଇଲା ବିଜେପି । ଘାସିରାମ ଓ ସ୍ନେହାଙ୍ଗିନୀଙ୍କ ମୋଟ ଭୋଟଠୁ ବି ଜୟଙ୍କୁ ବହୁ ଅଧିକ ଭୋଟରେ ଜିତିଛନ୍ତି । ୨୬ରୁ ୨୧ ରାଉଣ୍ଡ ସୁଦ୍ଧା ୬୯ ହଜାର ୨୨୫ ଭୋଟରେ ବିଜେପି ଆଗୁଆ ଅଛି । ୨୧ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୧,୦୩, ୦୮୩ ଭୋଟ ମିଳିଛି । ଦ୍ୱିତୀୟ ସ୍ଥାନରେ ଘାସିରାମ ମାଝୀଙ୍କୁ ୩୩, ୮୫୮ ଭୋଟ ମିଳିଛି । ତୃତୀୟ ସ୍ଥାନରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୨, ୦୫୨ ଭୋଟ ମିଳିଛି ।










