କଟକ: ପରିବହନ କମିଶନରଙ୍କ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବସ, ଟ୍ରକ ପାଇଁ ସ୍ୱତନ୍ତ୍ର ପେଟ୍ରୋଲ ପମ୍ପ ରିଜର୍ଭ ରଖିବାକୁ ନିଷ୍ପତ୍ତି । ପ୍ରତି ଜିଲ୍ଲାରେ ବସ, ଟ୍ରକ, ପାଇଁ ରିଟେଲ ଆଉଟଲେଟ ସ୍ଥିର କରାଯିବ । ପୂର୍ବରୁ ଯେଉଁ ଟାଙ୍କିରୁ ତେଲ ଭରୁଥିଲେ, ସେସବୁର ତାଲିକା ଦେବେ । ସେ ସବୁ ଆଉଟଲେଟରେ ଆବଶ୍ୟକୀୟ ଡିଜେଲ ମହଜୁଦ ରହିବ । ଯାହା ଫଳରେ ବସ ଓ ଟ୍ରକ ଚଳାଚଳରେ କୌଣସି ସମସ୍ୟା ହେବନି ।










