24.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଦିଲ୍ଲୀ ବିସ୍ଫୋରଣ: ମିଳିଲା ଆତଙ୍କୀଙ୍କ ଲାଲ ରଙ୍ଗର କାର୍

ଦିଲ୍ଲୀ ବିସ୍ଫୋରଣ: ମିଳିଲା ଆତଙ୍କୀଙ୍କ ଲାଲ ରଙ୍ଗର କାର୍

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆସିଲା ବଡ ଖବର । ମିଳିଲା ଲାଲ ରଙ୍ଗର ଫୋର୍ଡ ଇକୋ ସ୍ପୋର୍ଟ କାର୍ । ଫରିଦାବାଦରୁ ମିଳିଲା ଆତଙ୍କୀଙ୍କ ଲାଲ ରଙ୍ଗର କାର୍ । ଖଣ୍ଡୱାଲି ଗାଁ ପାଖରୁ ମିଳିଥିବା ନେଇ ଫରିଦାବାଦ ପୋଲିସ ସୂଚନା ଦେଇଛି । ଇକୋ ସ୍ପୋର୍ଟ ଡିଏଲ୍‌୧୦ସିକେ୦୪୫୮ ନମ୍ବର ଥିବା କାର୍ ଜବତ କରାଯାଇଛି । ଜବତ କାର୍ ସହ ସନ୍ଦିଗ୍ଧ ଡା. ଉମର ନାବିଙ୍କ ଲିଙ୍କ ଥିବା ସୂଚନା ମିଳିଛି । ଲାଲ ଇକୋ ସ୍ପୋର୍ଟ କାରକୁ ଖୋଜିବା ପାଇଁ ସମସ୍ତ ଦିଲ୍ଲୀ ପୋଲିସ ଷ୍ଟେସନ, ପୋଲିସ ପୋଷ୍ଟ ଏବଂ ସୀମା ଚେକପୋଷ୍ଟଗୁଡ଼ିକୁ ନିୟୋଜିତ କରାଯାଇଥିଲା । ଉତ୍ତର ପ୍ରଦେଶ ଏବଂ ହରିୟାଣାର ପୋଲିସକୁ ମଧ୍ୟ ସତର୍କ କରାଯାଇଥିଲା। କାରଟି ୨୦୧୭ ମସିହାରେ ରାଜୌରୀ ଗାର୍ଡେନର ଏକ ଠିକଣାରେ ପଞ୍ଜିକୃତ ହୋଇଥିଲା ।

ଦିଲ୍ଲୀ ବିସ୍ଫୋରଣ: ଲାଲ ରଙ୍ଗର କାର୍ ସନ୍ଧାନରେ ପୋଲିସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking