16.1 C
Bhubaneswar
Saturday, December 6, 2025
Homeଓଡିଶାରାସ୍ତାରେ ପାଠ ପଢିଲେ ରେଭେନ୍ସା ଛାତ୍ରଛାତ୍ରୀ

ରାସ୍ତାରେ ପାଠ ପଢିଲେ ରେଭେନ୍ସା ଛାତ୍ରଛାତ୍ରୀ

କଟକ: ରାସ୍ତାରେ ପାଠ ପଢ଼ିଛନ୍ତି ରେଭେନ୍‌ଶା ବିଶ୍ବବିଦ୍ୟାଳୟ ଛାତ୍ରୀଛାତ୍ର। ବିଶ୍ୱବିଦ୍ୟାଳୟରେ କ୍ଲାସ ରୁମ୍‌ ଅସୁରକ୍ଷିତ ଦର୍ଶାଇ ପ୍ରତିବାଦ କରିଛନ୍ତି। ଯୁକ୍ତ ୩ କଳାର ୨ୟ ବର୍ଷର ଛାତ୍ରୀଛାତ୍ର ରାସ୍ତାରେ ବସି ପଢ଼ିଛନ୍ତି। ଅଧ୍ୟାପକ ମଧ୍ୟ ରାସ୍ତାରେ ବସି ଛାତ୍ରୀଛାତ୍ରଙ୍କୁ ପଢ଼ାଇଛନ୍ତି। କ୍ଲାସରୁମ୍‌ ଅସୁରକ୍ଷିତ ହୋଇପଡ଼ିଥିବାରୁ ମରାମତି ଦାବି କରିଛନ୍ତି। ପୂର୍ବରୁ ଏନେଇ ଦାବି କରି ଆସୁଥିଲେ ବି କର୍ତ୍ତୃପକ୍ଷ ଶୁଣୁ ନ ଥିବା ଅଭିଯୋଗ ହୋଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking