22.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶକାର୍ ସହ ଟ୍ରକ ଧକ୍କା: ୬ ମୃତ

କାର୍ ସହ ଟ୍ରକ ଧକ୍କା: ୬ ମୃତ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ବାରବାଙ୍କୀର ଦେବା-ଫତେପୁର ରାସ୍ତାରେ ମଙ୍ଗଳବାର ଦିନ ଏକ ବଡ ଦୁର୍ଘଟଣା ଘଟିଛି। ଟ୍ରକ ସହ ଏକ କାର୍ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ବାରବାଙ୍କି ପୋଲିସ ଅଧୀକ୍ଷକ ଅର୍ପିତ ବିଜୟବର୍ଗୀୟଙ୍କ ଅନୁଯାୟୀ, ଦେବା ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣା ସମୟରେ କାରରେ ମୋଟ ଆଠ ଜଣ ଯାତ୍ରା କରୁଥିଲେ। ଆହତ ଦୁଇ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏକ ଉଚ୍ଚ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି। ଉଭୟ ଗାଡ଼ି ବିପରୀତ ଦିଗରୁ ଆସୁଥିଲା ଏବଂ ମୁହାଁମୁହିଁ ଧକ୍କା ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking