30 C
Bhubaneswar
Thursday, July 23, 2026
Homeଓଡିଶାଗଛରେ ପିଟି ହେଲା ଥାର୍ ଗାଡ଼ି: ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ

ଗଛରେ ପିଟି ହେଲା ଥାର୍ ଗାଡ଼ି: ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ

କେନ୍ଦୁଝର :  ଭାରସାମ୍ୟ ହରାଇ ଥାର୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର । ଚମ୍ପୁଆ ଥାନା ରଜିଆ ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ଏକ ଥାର୍ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହୋଇଥିଲା । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିଲା ।ଗୁରୁତର ଅବସ୍ଥାରେ କେନ୍ଦୁଝର ମେଡିକାଲ ସ୍ଥାନାନ୍ତରବେଳେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ସିଜୁକଳା ଗାଁର ଜଣେ ବ୍ୟକ୍ତିଙ୍କ ପେଟ ବ୍ୟଥା ହେବାରୁ ମେଡିକାଲ ନେଉଥିଲେ ପରିବାର ଲୋକ । ଅନ୍ୟ ଜଣେ ଗୁରୁତରଙ୍କୁ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking