29.1 C
Bhubaneswar
Saturday, September 19, 2026
Homeଓଡିଶାସ୍କୁଲରୁ ବିଜୁଳି କାଟ; ଖୁବଶୀଘ୍ର ସଂଯୋଗ ଦିଆଯିବ: ମନ୍ତ୍ରୀ

ସ୍କୁଲରୁ ବିଜୁଳି କାଟ; ଖୁବଶୀଘ୍ର ସଂଯୋଗ ଦିଆଯିବ: ମନ୍ତ୍ରୀ

ଭୁବନେଶ୍ୱର: ବିଭିନ୍ନ ବିଦ୍ୟାଳୟରୁ ବିଜୁଳି କାଟ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖି କହିଛନ୍ତି, ତୁରନ୍ତ ବିଦ୍ୟୁତ ଯୋଗାଣ ପାଇଁ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । କିଛି ସ୍ଥାନରେ ବିଦ୍ୟୁତ ବିତରଣ କରାଗଲାଣି । ଅନ୍ୟ ବିଦ୍ୟାଳୟରେ ଖୁବଶୀଘ୍ର ସଂଯୋଗ ଦିଆଯିବ । ସୂଚନାଥାଉକି, ସ୍କୁଲମାନଙ୍କୁ ବିଦ୍ୟୁତ କଟିବା ଯୋଗୁଁ ଛାତ୍ରଛାତ୍ରୀମାନେ ଭଲରେ ପାଠ ପଢି ପାରୁ ନାହାନ୍ତି । ଛାତ୍ରଛାତ୍ରୀଙ୍କ ଉପସ୍ଥଇତି ସଂଖ୍ୟା ମଧ୍ୟ କମିଯାଉଛି । ଅସହ୍ୟ ଗୁଳୁଗୁଳି ହେବା କାରଣରୁ ବାହାରେ ଆସି ଗଛ ଛାଇରେ ପାଠ ପଢୁଛନ୍ତି । ବହୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking