29.1 C
Bhubaneswar
Saturday, September 19, 2026
Homeଓଡିଶାନିର୍ଭୁଲ ବହି ପ୍ରଦାନ ବ୍ୟବସ୍ଥା ଚାଲିଛି: ମନ୍ତ୍ରୀ

ନିର୍ଭୁଲ ବହି ପ୍ରଦାନ ବ୍ୟବସ୍ଥା ଚାଲିଛି: ମନ୍ତ୍ରୀ

 ଭୁବନେଶ୍ୱର: ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖି କହିଛନ୍ତି, ପାଠ୍ୟପୁସ୍ତକ ପ୍ରସ୍ତୁତି ଚାଲିଛି । ଯେମିତି ତ୍ରୁଟି ନରହିବ , ସେନେଇ ସରକାର ସଚେତନ କରୁଛନ୍ତି । ପ୍ରୁଫ ରିଡିଂ ଚାଲିଛି, କିଛି ବହି ପ୍ରିଣ୍ଟିଂ ପାଇଁ ଗଲାଣି । ଶୀଘ୍ର ନିର୍ଭୁଲ ବହି ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଛି । ସୂଚନାଥାଉକି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପୁସ୍ତକରେ ୨ ହଜାରରୁ ଅଧିକ ସଂଖ୍ୟକ ଭୁଲ ବାହାରିଥିଲା । ଯାହାକୁ ନେଇ ରାଜ୍ୟ ରାଜନୀତିରେକ ହଟଚମଟ ଦେଖାଦେଇଥିଲା । ବିରୋଧୀ ଶାସକ ମୁହାଁମୁହିଁ ହେବା ସହ ବିକ୍ଷୋଭ ମଧ୍ୟ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking